ବାରମ୍ବାର ସମନ ସତ୍ତ୍ୱେ ଇଡିରେ ହାଜର ହେଉନାହାନ୍ତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ବାରମ୍ବାର ସମନ କରୁଥିଲେ ମଧ୍ୟ ଆଉ ହାଜର ହେଉନାହାନ୍ତି। ଇଡିର ବାରମ୍ବାର ସମନ୍ ସତ୍ତ୍ୱେ ଯଦି ସେ ହାଜର ନ ହୁଅନ୍ତି,ତେବେ ଖୁବ ଶୀଘ୍ର ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ବାହାରିବାର ସମ୍ଭାବନା ରହୁଛି। ତେବେ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଶ୍ରଦ୍ଧାଞ୍ଜଳି ବେହେରା ବର୍ତ୍ତମାନ ଫେରାର ହୋଇଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି।ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲାକମେଲ … Continue reading ବାରମ୍ବାର ସମନ ସତ୍ତ୍ୱେ ଇଡିରେ ହାଜର ହେଉନାହାନ୍ତି ଶ୍ରଦ୍ଧାଞ୍ଜଳି